Jump to content

ଭ୍ରମରୀ ଫୁଲ

ଉଇକିଅଭିଧାନ‌ରୁ

ଭ୍ରମରୀ ଫୁଲ

ଉଚ୍ଚାରଣ

[ସମ୍ପାଦନା]
  • (file)

ଦେଶଜ - ବିଶେଷ୍ୟ - (ବଣିଆ ଶବ୍ଦ)

[ସମ୍ପାଦନା]

ଭଅଁର ଆକାରର କାନଫୁଲ — An ornament or ring for the ear resembling a black bee.

[ ଉ—କର୍ଣ୍ଣେ ତାଟଙ୍କ ଭ୍ରମରୀ ଫୁଲ ଶୋହେ—ଦୀନକୃଷ୍ଣ ରସକଲ୍ଲୋଳ ]