ଭ୍ରୂକ୍ଷେପ

ଉଇକିଅଭିଧାନ‌ରୁ

ଭ୍ରୂକ୍ଷେପ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ଭ୍ରୁ +କ୍ଷେପ)[ସମ୍ପାଦନା]

୧. ଭ୍ରଭଙ୍ଗ; ଭ୍ରୁଚାଳନ —୧. Look; glance; a cast of the eyebrows (for an expressive look)
୨. ସଙ୍କେତ ଜ୍ଞାପନାର୍ଥେ ଭ୍ରୂର ତିର୍ଯ୍ୟକ୍ ଚାଳନା — ୨. Sidelong glance indicating some sign.
୩. (ଲକ୍ଷଣାର୍ଥ) ସମ୍ମନ ଖାତିର —୩. (figurative) Regard; respect.