ଭୟା

ଉଇକିଅଭିଧାନ‌ରୁ

ଭୟା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ -[ସମ୍ପାଦନା]

ପ୍ରାଚୀନ ଜଳଯାନ ବିଶେଷ (ଜଗବନ୍ଧୁ ପ୍ରାଚୀନ ଉତ୍କଳ) —A kind of amcient boat or ship.

ବୈଦେଶିକ - ଅ—(ହିନ୍ଦି ଭୈୟ; ସଂସ୍କୃତ - ଭ୍ରାତଃ)[ସମ୍ପାଦନା]

ହେ ଭାଇ ! — Oh, brother !

ପ୍ରାଦେଶିକ - (ଗଡ଼ଜାତ)—ବି (ସଂ ଭୟ)[ସମ୍ପାଦନା]

କୌଣସି ଅଞ୍ଚଳରେ ବାଘଆଦି ମାରିବା ଯୋଗୁଁ ସେ ଅଞ୍ଚଳବାସୀ ଲୋକଙ୍କର ବା ସେ ବାଟେ ଯିବା ଲୋକଙ୍କ

ମନରେ ତଜ୍ଜନିତ ଅନିଷ୍ଟାଶଙ୍କା (ଯଥା—ଜଙ୍ଗଲ ବାଟରେ ବାଘ ଭୟା) —Risk of danger from wild animals (in a tract visited or infested by a tiger or other wild animal.)