ମଂକ୍ଷୁ

ଉଇକିଅଭିଧାନ‌ରୁ

ମଂକ୍ଷୁ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ମଙ୍କ୍ଷୁ—ଅନ୍ୟରୂପ)

ସଂସ୍କୃତ - ବିଣ—(ମକ୍ଷ୍ ଧାତୁ+କର୍ତ୍ତୃ. ଉ)[ସମ୍ପାଦନା]

ଗତିବିଶିଷ୍ଟ — Moving.

କ୍ରି.ବିଶେଷଣ -[ସମ୍ପାଦନା]

୧. ଝଟିତି; ଶୀଘ୍ର —୧. Sharp; soon.
୨. ପ୍ରକୃତିରେ —୨. Truly; really.
୩. ଅତ୍ୟନ୍ତ —୩. Exceedingly.