ମଅନ୍

ଉଇକିଅଭିଧାନ‌ରୁ

ମଅନ୍

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବି— (ସଂସ୍କୃତ - ମଥନୋତ୍ଥ=ଘୃତ? କିମ୍ୱା ସଂସ୍କୃତ - ମଦନ=ମହମ —ଯୋଦେଶ୍ଚନ୍ଦ୍ର)[ସମ୍ପାଦନା]

ରୁଟୀ ଓ ଲୁଚି ପାଇଁ ଅଟାର ବା ମଇଦାର ପିଣ୍ଡ ଚକଟା ହେବା ପୂର୍ବରୁ ଅଟାରେ ବା ମଇଦାରେ ମିଶାଯିବା ଘିଅ —Ghee mixed with flour before it is mixed with water and kneaded in to dough.

[ଦ୍ରଷ୍ଟବ୍ୟ —ଅଟାରେ ମଅନ୍ ଦେଲେ ରୁଟି ବା ପୁରୀ ଫୁଲକା ଓ ହାଲୁକା ହୁଏ]