ମଅଳନ

ଉଇକିଅଭିଧାନ‌ରୁ

ମଅଳନ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷଣ - (ସଂସ୍କୃତ - ମ୍ଲାନ)[ସମ୍ପାଦନା]

୧. ମ୍ଲାନ —୧. Pale.
୨. ଝାଉଁଳି ବା ମଉଳି ଯାଇଥିବା —୨. Withered.
୩. ସଭାଆଦିର ଭଙ୍ଗ —୩. The dispersal of a meeting or gathering;

ବିଶେଷ୍ୟ -[ସମ୍ପାଦନା]

ମ୍ଲାନ ହେବା —Paling; disocolouration.