Jump to content

ମଅଳ ମ୍ଲେଛ

ଉଇକିଅଭିଧାନ‌ରୁ

ମଅଳ ମ୍ଲେଛ

ଉଚ୍ଚାରଣ

[ସମ୍ପାଦନା]

ମଅଳ ମେଳେ (ଳି)ଛିଆ, ମଅଳ ମେଳେ (ଳି)ଛ (ଛା)ଅନ୍ୟରୂପ

(ମଅଳ ମ୍ଲେଛୀ, ମଅଳ ମେଳେଛୀ,ମଅଳ ମେଳେଛେଈ—ସ୍ତ୍ରୀ) 

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ - ପୁଲିଙ୍ଗ - ଓ ସ୍ତ୍ରୀ (ସଂସ୍କୃତ - ମଳ ଓ ମ୍ଲେଛ)

[ସମ୍ପାଦନା]

ମଳଯୁକ୍ତ ଓ କୁତ୍ସିତ (ଶରୀର ଓ ବସ୍ତ୍ରଧାରୀ) —Foul and dirty.