ମଇ

ଉଇକିଅଭିଧାନ‌ରୁ

ମଇ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ମର୍ଦକୀ; ମଦିକା; ମଦି[ସମ୍ପାଦନା]

୧. ହଳ କରାଯାଇ ଥିବା ଜମିର ଟେକାମାନଙ୍କୁ ଭାଙ୍ଗି ସମତୁଲ କରିବା ନିମନ୍ତେ କ୍ଷେତ୍ର ଉପରେ ଘୋଷାରାଯିବା ନିଶୁଣି ପରି କୃଷିଯନ୍ତ୍ର ବିଶେଷ —୧. A ladder-like harrow drawn over ploughed fields to reduce the ploughed up clods of dry earth in to powder; a beam; a clod-crusher; clodbreaker.

[ଦ୍ରଷ୍ଟବ୍ୟ — ପାଚିଲା ଧାନରେ ମଇଦେବା ନ୍ୟାୟ—କ୍ଷେତରେ ଧାନ ପାଚିଥିବା ସମୟରେ ମଇ ଦେଲେ ଧାନଗୁଡ଼ିକ ଗଛରୁ ଝଡ଼ି ପଡ଼ି ମାଟିରେ ମିଶିଯାଇ ନଷ୍ଟ ହୁଏ ଓ କୃଷକର ସର୍ବନାଶ ଘଟେ ବୋଲି, ବହୁପରିଶ୍ରମସାଧ୍ୟ କୌଣସି କର୍ଶ୍ଯ୍ୟରେ ଫଳଭୋଗ ବେଳକୁ ବିଘ୍ନ ବା ସର୍ବନାଶ ବା ନିଷ୍ଫଳତା ଘଟିଲେ ଏହି ଉପମା ଦିଆଯାଏ]

୨. ଜିଆଳ ଗଛ; ଏକପ୍ରକାର ଜଙ୍ଗଲି ବଡ଼ ଗଛ — ୨. A kind of wild tree; Odina Wodier

ବୈଦେଶିକ - (ଇଂରାଜୀ - ମେ)[ସମ୍ପାଦନା]

ଇଂରାଜି ବର୍ଷର ପଞ୍ଚମ ମାସ — The month of May.