Jump to content

ମଇଁଷାଘିଆ

ଉଇକିଅଭିଧାନ‌ରୁ

ମଇଁଷାଘିଆ

ଉଚ୍ଚାରଣ

[ସମ୍ପାଦନା]
  • (file)

ପ୍ରାଦେଶିକ - (ଉତ୍ତର ବାଲେଶ୍ୱର) ବିଶେଷ୍ୟ - (ତୁଳ ବଂ ଭଇଁଷା ଘୀ)

[ସମ୍ପାଦନା]

ମଇଁଷିର ଦୁଧରୁ ପ୍ରସ୍ତୁତ ଘିଅ — Ghee prepared from buffalo-milk; ghee produced from the milk of buffaloes.