ମଇଁଷି
ଦେଖଣା
ମଇଁଷି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - ପୁଲିଙ୍ଗ - ଓ ସ୍ତ୍ରୀ (ସଂସ୍କୃତ - ମହିଷ)
[ସମ୍ପାଦନା]ଗୋ ଜାତୀୟ ଧୂସର ବର୍ଣ୍ଣର ଗୃହପାଳିତ ପଶୁବିଶେଷ —Buffalo.
[ଦ୍ରଷ୍ଟବ୍ୟ —ଏମାନେ ଜଙ୍ଗଲରେ ଚରନ୍ତି ଓ ପାଣିରେ ବୁଡ଼ିବାକୁ ସୁଖ ପାଆନ୍ତି ଗ୍ରାମ୍ୟ ଓ ବନ୍ୟ ଭେଦରେ ଦୁଇପ୍ରକାର ମଇଁଷି ଅଛନ୍ତି ବନ୍ୟ ମଇଁଷି କଳା ଓ ଭୀଷଣପ୍ରକୃତିକ ଓ ଗ୍ରାମ୍ୟ ମଇଁଷି ପାଣ୍ଡୁରା ବର୍ଣ୍ଣର ଅଟନ୍ତି ଅଣ୍ଡିରା ମଇଁଷିକୁ ପୋଢ଼ ବା ପୋଢୁଆ ବୋଲାଯାଏ]
ପ୍ରାଦେଶିକ - (ସିଂହଭୂମି) ବିଶେଷ୍ୟ -
[ସମ୍ପାଦନା]ମାଈ ମଇଁଷି —She-buflalo.
[ଦ୍ରଷ୍ଟବ୍ୟ —ଅଣ୍ଡିରା ମଇଁଷିକୁ ସିଂହଭୂମିରେ କେଡ଼ା କୁହାଯାଏ]