ମଇଁଷି

ଉଇକିଅଭିଧାନ‌ରୁ

ମଇଁଷି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - ପୁଲିଙ୍ଗ - ଓ ସ୍ତ୍ରୀ (ସଂସ୍କୃତ - ମହିଷ)[ସମ୍ପାଦନା]

ଗୋ ଜାତୀୟ ଧୂସର ବର୍ଣ୍ଣର ଗୃହପାଳିତ ପଶୁବିଶେଷ —Buffalo.

[ଦ୍ରଷ୍ଟବ୍ୟ —ଏମାନେ ଜଙ୍ଗଲରେ ଚରନ୍ତି ଓ ପାଣିରେ ବୁଡ଼ିବାକୁ ସୁଖ ପାଆନ୍ତି ଗ୍ରାମ୍ୟ ଓ ବନ୍ୟ ଭେଦରେ ଦୁଇପ୍ରକାର ମଇଁଷି ଅଛନ୍ତି ବନ୍ୟ ମଇଁଷି କଳା ଓ ଭୀଷଣପ୍ରକୃତିକ ଓ ଗ୍ରାମ୍ୟ ମଇଁଷି ପାଣ୍ଡୁରା ବର୍ଣ୍ଣର ଅଟନ୍ତି ଅଣ୍ଡିରା ମଇଁଷିକୁ ପୋଢ଼ ବା ପୋଢୁଆ ବୋଲାଯାଏ]

ପ୍ରାଦେଶିକ - (ସିଂହଭୂମି) ବିଶେଷ୍ୟ -[ସମ୍ପାଦନା]

ମାଈ ମଇଁଷି —She-buflalo.

[ଦ୍ରଷ୍ଟବ୍ୟ —ଅଣ୍ଡିରା ମଇଁଷିକୁ ସିଂହଭୂମିରେ କେଡ଼ା କୁହାଯାଏ]