ମଇଁଷିଆ
ମଇଁଷିଆ
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଅନୁବାଦ[ସମ୍ପାଦନା]
ଦେଶଜ - ବିଶେଷଣ -[ସମ୍ପାଦନା]
- ୧. ମହିଷ ସମ୍ୱନ୍ଧୀୟ —୧. Relating to buffalo.
- ୨. ମହିଷଜାତ; ମହିଷୋତ୍ପନ୍ନ — ୨. Produced from buffalo.
- ୩. (ଏକ— ଜାତୀୟ ଫଳ ବା ଜନ୍ତୁ ମଧ୍ୟରେ ବଡ଼ ଆକୃତିବିଶିଷ୍ଟ ଫଳକୁ ବା ଜନ୍ତୁକୁ ମଇଁଷିଆ ଓ ଛୋଟ ଆକୃତିବିଶିଷ୍ଟ ଫଳକୁ ବା ଜନ୍ତୁକୁ ଗାଈଆ ବୋଲାଯାଏ) ବଡ଼ଜାତୀୟ —୩. Belonging to a large species.
ଦେଶଜ - ବିଶେଷ୍ୟ - ପୁଲିଙ୍ଗ -[ସମ୍ପାଦନା]
ମହିଷ ରକ୍ଷକ —A tender of buffaloes.