ମଇଁଷିଆ ଦେହ
ଦେଖଣା
ମଇଁଷିଆ ଦେହ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମଇଁଷିଆ ଦେହ
|
ଦେଶଜ - ବିଶେଷ୍ୟ - (ସଂସ୍କୃତ - ମହିଷ+ଦେହ)
[ସମ୍ପାଦନା]ଯେଉଁ ବ୍ୟକ୍ତିର ଶରୀର ନିଜକୁ ସର୍ବଦା ଗରମ ଥିବା ପରି ଜଣାଯାଏ ଓ ଯେ ସର୍ବଦା ଥଣ୍ଡା ପାଣିକୁ ସୁଖ ପାଏ — A person who always feels hot and likes cold bath (like the buffalo).