Jump to content

ମଇଛେଦ୍

ଉଇକିଅଭିଧାନ‌ରୁ

ମଇଛେଦ୍

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ପ୍ରାଦେଶିକ - (ପୁରୀ)ବିଶେଷଣ -

[ସମ୍ପାଦନା]

ମୁକ୍ତହସ୍ତ —Liberal; open- handed.

(ଯଥା—ସେ ମଇଛେଦ୍ ହୋଇ ପୁଅ ବିଭାଘରେ ଟଙ୍କା ଖରଚ କଲେ)