ମଇତ୍ର

ଉଇକିଅଭିଧାନ‌ରୁ

ମଇତ୍ର

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

(ମଇତ୍ରାଣୀ—ସ୍ତ୍ରୀ) 

ଦେଶଜ - ବିଶେଷ୍ୟ - ପୁଲିଙ୍ଗ - (ସଂସ୍କୃତ - ମିତ୍ର)[ସମ୍ପାଦନା]

୧. ମିତ୍ର —୧. Friend.

(ଉ— ତକ୍ଷଣେ ବୁଝାମଣା କରି ଶତ୍ରୁ ମଇତ୍ର ସମ ସରି— ଭୂପତି. ପ୍ରେମପଞ୍ଚାମୃତ)

୨. ସମ ନାମଯୁକ୍ତ ବ୍ୟକ୍ତି — ୨. A namesake.
୩. ସମନାମଯୁକ୍ତ ଦୁଇ ଜଣଙ୍କ ମଧ୍ୟରେ ସ୍ଥାପିତ ଧର୍ମ—ବନ୍ଧୁତା; ମିତ୍ରତା —୩. A god-relationship established between two namesakes.