ମଇଦାନ
ଦେଖଣା
ମଇଦାନ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ - (ଫା ମୈଦାନ୍=ପଡ଼ିଆ)
[ସମ୍ପାଦନା]- ୧. ବିସ୍ତୀର୍ଣ୍ଣ ପ୍ରନ୍ତର; ପଡ଼ିଆ — A wide expase of waste land; a vast field; a meadow
- ୨. (ଲୋକେ ଗ୍ରାମର ପ୍ରନ୍ତସ୍ଥ ପଡ଼ିଆକୁ ଝାଡ଼ାଫେରି ଯାଉଥିବାରୁ) ଝାଡ଼ା ଫେରିବା — Easing one's self; passing stools.
- ୩. ଝାଡ଼ାରୋଗ — ୩. Diarrhoea; cholera.
ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ -
[ସମ୍ପାଦନା]ଅପରାହ୍ଣ —Afternoon.
[ଦ୍ରଷ୍ଟବ୍ୟ —ସମ୍ଭବତଃ ଲୋକ ସାଧାରଣତଃ ଅପରାହ୍ଣରେ ଝାଡ଼ାଫେରିବାକୁ ଯିବାର ଅଭ୍ୟାସ ଦେଖାଯିବାରୁ ଏହି ଅର୍ଥ]