ମଇଧ୍ୟେ

ଉଇକିଅଭିଧାନ‌ରୁ

ମଇଧ୍ୟେ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଅନୁବାଦ[ସମ୍ପାଦନା]

ଗ୍ରାମ୍ୟ - କ୍ରି.ବିଶେଷଣ - (ସଂସ୍କୃତ - ମଧ୍ୟ; କଚିରିଆ)[ସମ୍ପାଦନା]

୧. ମଧ୍ୟରେ — ୧. Amongst.

(ଉ—ଅଳଙ୍କାର ମଇଧେ ନିମକାଠି ଥାନେ—ତଗ) ===

୨. ମଧ୍ୟରୁ — ୨. From; out of.

[ଦ୍ରଷ୍ଟବ୍ୟ —ଏହି ଶବ୍ଦ ହିସାବପତ୍ରରେ 'ମଧ୍ୟରୁ' ଅର୍ଥରେ ଏହିପରି ସାଙ୍କେତିକରୂପେ ଲେଖା ଯାଏ

ଯଥା—ଜମା ଟ ୩ /?/ ଖରଚ ଟ ୨ ଯାଇ ବାକି ରହିଲା ଟ :

ଅର୍ଥାତ୍ ତିନିଟଙ୍କା ଜମା ମଇଧେ ବା ମଧ୍ୟରୁ ଦୁଇଟଙ୍କା ଦୁଇଅଣା ଖରଚ ବାଦ୍ ଯାଇ ବାକି ବଳିଲା ଚଉଦଅଣା]