ମଇନା
ଦେଖଣା
ମଇନା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ମଦନ ସାରିକା)
[ସମ୍ପାଦନା]ସାରୀ —The Indian grackle; the myna; Eulabes intermedia.
[ଦ୍ରଷ୍ଟବ୍ୟ —ଏମାନେ ବଣିଚଢ଼େଇ ଜାତୀୟ ଅଟନ୍ତି ଓ ପାହାଡ଼ରେ ରହନ୍ତି ଏମାନେ ମନୁଷ୍ୟ ପରି କଥା କହିବାକୁ ଶିଖନ୍ତି ଏଥିପାଇଁ ଲୋକେ ଏ ଚଢ଼େଇଙ୍କୁ ପୋଷନ୍ତି]
ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ -
[ସମ୍ପାଦନା]ବଣିଚଢ଼େଇର —The common myna; Acridotheres Tristis.
ବୈଦେଶିକ - (ଫାରାସୀ - ମାହଆନା)
[ସମ୍ପାଦନା]ମହିନା; ମାସିକା ବେତନ —Monthly salary.