ମଇଫଲ୍

ଉଇକିଅଭିଧାନ‌ରୁ

ମଇଫଲ୍

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଫାରାସୀ - ମଇଫିଲ୍)[ସମ୍ପାଦନା]

ଆଡ଼ମ୍ୱରଯୁକ୍ତ ସଭାମଣ୍ଡପ; ମଜ୍ଲିସ୍ ପାଇଁ ସଜ୍ଜିତ ସଭାଗୃହ —A house or place equipped for holding a fete.