ମଇଲଟ ବାଡ଼

ଉଇକିଅଭିଧାନ‌ରୁ

ମଇଲଟ ବାଡ଼

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

[ମଲ(ଲା)ଟବାଡ଼(ଡ଼ା)—ଅନ୍ୟରୂପ]

ଦେଶଜ - ବିଶେଷ୍ୟ - (ଇଂ ମାଲ୍ଲେଟ୍=କାଠର ବଡ଼ ହାତୁଡ଼ା; ଏ ବାଡ଼ର ଖୁଣ୍ଟମାନ ହାତୁଡ଼ିରେ ପିଟା ହୋଇ ବସାଯିବାରୁ)[ସମ୍ପାଦନା]

ନଈ ଖାଇଯାଉଥିବା ବନ୍ଧର ମୂଳରେ ହାତୁଡ଼ାରେ ପିଟାଯାଇ ବସା ଯାଇଥିବା କାଠର ବା ବାଉଁଶ— ଖୁଣ୍ଟାବ ବାଡ଼ —A fencing consisting of a row of wooden or bamboo posts driven into the ground with heavy hammers to prevent erosion of embankments.