ମଉକା

ଉଇକିଅଭିଧାନ‌ରୁ

ମଉକା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

[ମୋ (ମୌ)କା—ଅନ୍ୟରୂପ]

ବୈଦେଶିକ - ବିଶେଷ୍ୟ - (ଆରବୀ - ମୌକା=ଘଟନାସ୍ଥଳ)[ସମ୍ପାଦନା]

୧. ଅବସର — ୧. Leisure.
୨. ସୁବିଧା; ସୁଯୋଗ — ୨. Opportunity.
୩. ଘଟନାସ୍ଥଳ — ୩. Place of occurence.
୪. ଉପଯୁକ୍ତ କର୍ମକ୍ଷେତ୍ର —୪. A proper field for one's action.