ମଉକୁପି

ଉଇକିଅଭିଧାନ‌ରୁ

ମଉକୁପି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଆରବୀ - ମବକୁଫୀ) (କଚିରିଆ)[ସମ୍ପାଦନା]

୧. ରାହିତ୍ୟ —୧. Stoppage.
୨. ବରଖାସ୍ତି — ୨. Dismissal.
୩. ସାମୟିକ ରାହିତ୍ୟ —୩. Temporary stoppage; postponement; suspension.
୪. ରଦ୍ ରହିତ ହେବା ଅବସ୍ଥା — ୪. Annulment.