ମଉକୁପ୍

ଉଇକିଅଭିଧାନ‌ରୁ

ମଉକୁପ୍

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ବୈଦେଶିକ - ବିଶେଷଣ - (ଆ ମବକୁଫ୍) (କଚିରିଆ)[ସମ୍ପାଦନା]

୧. ସ୍ଥଗିତ —୧. Stopped.
୨. କିଛିକାଳପାଇଁ ସ୍ଥଗିତ —୨. Stopped for a time; postponed; suspended.
୩. (ଚାକିରି ଆଦିରୁ) ବରଖାସ୍ତ —୩. Dismissed (from service).
୪. ରଦ୍ କରା ଯାଇଥିବା —୪. Annulled; nullified; set aside.