Jump to content

ମଉକୁଫ୍

ଉଇକିଅଭିଧାନ‌ରୁ

ମଉକୁଫ୍

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷଣ - (ଆ ମବକୁଫ୍) (କଚିରିଆ)

[ସମ୍ପାଦନା]
୧. ସ୍ଥଗିତ —୧. Stopped.
୨. କିଛିକାଳପାଇଁ ସ୍ଥଗିତ —୨. Stopped for a time; postponed; suspended.
୩. (ଚାକିରି ଆଦିରୁ) ବରଖାସ୍ତ —୩. Dismissed (from service).
୪. ରଦ୍ କରା ଯାଇଥିବା —୪. Annulled; nullified; set aside.