ମଉକୁବ୍
ଦେଖଣା
ମଉକୁବ୍
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମଉକୁବ୍
|
ବୈଦେଶିକ - ବିଶେଷଣ - (ଆ ମବକୁଫ୍) (କଚିରିଆ)
[ସମ୍ପାଦନା]- ୧. ସ୍ଥଗିତ —୧. Stopped.
- ୨. କିଛିକାଳପାଇଁ ସ୍ଥଗିତ —୨. Stopped for a time; postponed; suspended.
- ୩. (ଚାକିରି ଆଦିରୁ) ବରଖାସ୍ତ —୩. Dismissed (from service).
- ୪. ରଦ୍ କରା ଯାଇଥିବା —୪. Annulled; nullified; set aside.