ମଉଚ୍ଛବ

ଉଇକିଅଭିଧାନ‌ରୁ

ମଉଚ୍ଛବ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ମଉଛା—ଅନ୍ୟରୂପ)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂ ମହୋତ୍ସବ; ପ୍ରା, ମହୋଚ୍ଛବ)[ସମ୍ପାଦନା]

୧. ମହୋତ୍ସବ —୧. A great festival.
୨. ବଡ଼ ଭୋଜୀ —୨. A great feast.

(ଉ— ଗୋଟାଏ ଘରେ ମେଳା ମଉଛୁବରେ ପିଠା ଖଜା ତିଆରି ହୁଏ ଫକୀରମୋହନ. ଗଳ୍ପସ୍ୱଳ୍ପ)

୩. ମଠର ମହନ୍ତ ଆଦିଙ୍କ ଶ୍ରାଦ୍ଧ ଉପଲକ୍ଷରେ ବୈଷ୍ଣବମାନଙ୍କୁ ଦିଆଯିବା ଭୋଜୀ —୩. A feast given to B&aline;i̱shṇabas on the anniversary of the death of a Mahanta.