ମଉଜ
ମଉଜ
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ[ସମ୍ପାଦନା]
ବୈଦେଶିକ - ବି—(ଫାରାସୀ - ମୌଜ୍=ଲହରୀ; ତରଙ୍ଗ)[ସମ୍ପାଦନା]
- ୧. ଆମୋଦ— ପ୍ରମୋଦ; ମଜା —୧. Amusement.
- ୨. ଆନନ୍ଦ— ଲହରୀ —୨. A wave of merriment.
- ୩. ଇନ୍ଦ୍ରିୟ ଓ ଜିହ୍ନା ଆଦିର ସୁଖପ୍ରଦ ଆମୋଦ — ୩. Pleasure derived from sensual enjoyment.
- ୪. ଆନନ୍ଦ —୪. Happiness; joy.
- ୫. ସୁଖ ଭୋଗ —୫. Enjoyment of pleasure.
- ୬. ମୌଜା (ଦେଖ) - —୬. Maujā (See)