ମଉଜୁତ୍

ଉଇକିଅଭିଧାନ‌ରୁ

ମଉଜୁତ୍

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ବୈଦେଶିକ - ବିଣ—(ଫାରାସୀ - ମୌଜୁଦ୍)[ସମ୍ପାଦନା]

୧. ଉପସ୍ଥିତ — ୧. Present; at hand.
୨. ପ୍ରସ୍ତୁତ ହୋଇ ରଖା ଯାଇଥିବା —୨. Ready.
୩. ନଗଦ; ଗଚ୍ଛିତ (ଧାନାଦି) —୩. Cash; ready cash,