ମଉଜ ଭାତ
ଦେଖଣା
ମଉଜ ଭାତ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମଉଜ ଭାତ
|
ଦେଶଜ - ବି—(ଶିଶୁ ଭାଷା)
[ସମ୍ପାଦନା]ଶିଶୁମାନଙ୍କ ମନୋରଞ୍ଜନାର୍ଥ ପିତା ମାତା ଭାତ ଡାଲି ଘିଅ ଆଦି ଗୋଳାଇ କରିଥିବା ଲୋଭନୀୟ ଅନ୍ନ ପିଣ୍ଡ —A ball of rice
ଅନୁବାଦ
[ସମ୍ପାଦନା]ମଉଜ ଭାତ
|
dal and ghee rolled and kneaded to gether to attrract children.