ମଉଡ଼
ଦେଖଣା
ମଉଡ଼
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମଉଡ଼
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. (ସଂସ୍କୃତ - ମୁକୁଟ ପ୍ରା, ମଉଡ଼) ମୁକୁଟ —୧. A crown.
- ୨. ଟୋପି —୨. Hat; cap.
- ୩. (ଫାରାସୀ - ମୋହର୍; ତୁଳ; ସଂସ୍କୃତ - ମୁଦ୍ରା)—ସୂର୍ଣ୍ଣ ମୁଦ୍ରା; ମୋହର —୩. Gold coin.
- ୪. (ସଂସ୍କୃତ - ମୁକୁଟ; ପ୍ରା. ମଉଡ଼)—ଚତୁଷ୍କୋଣ ଚାଳ ଘର; ଯେଉଁ ଘରର ହାତିଅନ୍ଦ ନ ଥାଏ —୪. A house with a tapering quadrangular or pyramidal thatch; a thatched house without a gable
- ୫. (ସଂସ୍କୃତ - ମୌଳି) ବେକ ଷଣ୍ଢା; ଗରଦନ —The nape of the neck.