ମଉଡ଼ା

ଉଇକିଅଭିଧାନ‌ରୁ

ମଉଡ଼ା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ମୌଳି)[ସମ୍ପାଦନା]

୧. ପାଗ; ଶିରସ୍ତ୍ରାଣ —୧. Helmet.
୨. ବେକ; ଗ୍ରୀବା —୨. Neck.

[ଉ—ଅଳପ ପାତି କେଉଁ ମୁଣ୍ଡକୁ; ରୂପି ଅଛନ୍ତି ଖାଲି ମୁଣ୍ଡକୁ, ମଉଡ଼ା ଟେକିଛନ୍ତି କାହାର, ଉଚ୍ଚ ମାପକୁ ଯେ ବ୍ରଜନାଥ. ସମର ତରଙ୍ଗ]