ମଉନୁମୁହାଁ
ଦେଖଣା
ମଉନୁମୁହାଁ
ଉଚ୍ଚାରଣ
[ସମ୍ପାଦନା](ମଉନ[ନୁ]ମୁହୀଁ—ସ୍ତ୍ରୀ)
ଅନୁବାଦ
[ସମ୍ପାଦନା]ଗ୍ରାମ୍ୟ - ବିଶେଷଣ - ପୁଲିଙ୍ଗ - (ବ୍ୟଙ୍ଗ୍ୟ) (ସଂସ୍କୃତ - ମୌନମୁଖ)
[ସମ୍ପାଦନା]ମୌନାବ— ଲମ୍ୱୀ; ଚୁପ୍ସଇତାନ —(ironical) Slient; taciturn to all appearances but scheming.
[ଉ—ମଉନମୁହୀଁ ଅପାର ଗୁଣ ତଗ]
[ଦ୍ରଷ୍ଟବ୍ୟ —ମଉନମୁହାଁମାନେ ଭାରି କପଟୀ ବା ଚୂପ୍— ସଇତାନ ବୋଲି ଲୋକପ୍ରସିଦ୍ଧ ଅଛି]