ମଉଳା

ଉଇକିଅଭିଧାନ‌ରୁ

ମଉଳା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. (ସଂସ୍କୃତ - ମାତୁଳ)—ମାତୁଳ; ମାମୁ — ୧. Mother's brother; maternal uncle.

[ଉ—ବାର ବରଷ ମଉଳା ପୋଷେ, ଖୁଡ଼ୁତା ଦେଖିଲେ କୋଡ଼ରେ ବସେ ଢଗ]

୨. [ସଂସ୍କୃତ - ମହାଳୟା] ମହାଳୟା [ଦେଖ] — ୨. Mahāḻayā (See)
୩. ମାତୁଳ ସମ୍ୱନ୍ଧୀୟ — ୩. Relating to one's mother's brother.