ମଉଳାଇବା

ଉଇକିଅଭିଧାନ‌ରୁ

ମଉଳାଇବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

=== ଦେଶଜ - କ୍ରିୟାପଦ -

(ମଉଳିବା କ୍ରିୟାର ଣିଜନ୍ତିରୂପ; The causative form of Mauḻibā)

୧. ଝାଉଁଳିବାର ଉପାୟ କରିବା —୧. To cause to wither.
୨. (ସଂସ୍କୃତ - ମଳିନ) ମଳିନ କରିବା — ୨. To cause to turn pale.
୩. ସଭା ଆଦି ଭଙ୍ଗାଇବା —୩. To cause a meeting or assembly to disperse.