ମଉଳାଇବା
ଦେଖଣା
ମଉଳାଇବା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]=== ଦେଶଜ - କ୍ରିୟାପଦ -
(ମଉଳିବା କ୍ରିୟାର ଣିଜନ୍ତିରୂପ; The causative form of Mauḻibā)
- ୧. ଝାଉଁଳିବାର ଉପାୟ କରିବା —୧. To cause to wither.
- ୨. (ସଂସ୍କୃତ - ମଳିନ) ମଳିନ କରିବା — ୨. To cause to turn pale.
- ୩. ସଭା ଆଦି ଭଙ୍ଗାଇବା —୩. To cause a meeting or assembly to disperse.