ମଉଳା ଛତୁ

ଉଇକିଅଭିଧାନ‌ରୁ

ମଉଳା ଛତୁ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଦେଶଜ - ବିଶେଷ୍ୟ -[ସମ୍ପାଦନା]

ଏକ ପ୍ରକାର ଛତୁ —A kind of mushroom.

[ଦ୍ରଷ୍ଟବ୍ୟ —ଏହା ଆଶ୍ୱିନ ବା କାର୍ତ୍ତିକ ମାସରେ ଜନ୍ମେ ଏହାର ନାଡ଼ ଗଭୀର ମାଟିରୁ ଉଠିବା ଛତୁର ନାଡ଼ପରି ଦୀର୍ଘ, କିନ୍ତୁ ଉପର ଛତି ଉକ୍ତ ଛତୁର ଛତି ଅପେକ୍ଷା ବଡ଼]