ମଉଳା ନିମନ୍ତ୍ରଣ

ଉଇକିଅଭିଧାନ‌ରୁ

ମଉଳା ନିମନ୍ତ୍ରଣ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ମାତୁଳ+ନିମନ୍ତ୍ରଣ)[ସମ୍ପାଦନା]

ବାଳକର ଉପନୟନ ବା ବାଳିକାର ବିବାହ ପୂର୍ବରୁ ମାମୁଙ୍କ ନିକଟକୁ ପଠାଯିବା ନିମନ୍ତ୍ରଣ — Formal invitation sent with a tray to boy's or girl's maternal uncle before the boy's upanayana or girl's marriage is performed.

[ଦ୍ରଷ୍ଟବ୍ୟ —ଗୋଟିଏ ଡାଲାରେ ପା଼ଞ୍ଚି, ନଡ଼ିଆ, ଗୁଆ, ମହାପ୍ରସାଦ ଓ ତାଳପତ୍ରରେ ଲିଖିତ ନିମନ୍ତ୍ରଣ ପତ୍ର ପଣ୍ଡାଦ୍ୱାରା ମାମୁଙ୍କ ନିକଟକୁ ପଠାଯାଏ ଓ ପଣ୍ଡା ସଙ୍ଗେ ଜଣେ ଶଙ୍ଖୁଆ ଓ ଜଣେ ମହୁରିଆ ଯାଆନ୍ତି ବ୍ରତରେ ବା ବିବାହ ଉତ୍ସବରେ ମାମୁ ଯୋଗ ଦେଇ ଉକ୍ତ ପାଞ୍ଚି ପିନ୍ଧନ୍ତି]