ମଉଳି
ଦେଖଣା
ମଉଳି
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ମୌଳି)
[ସମ୍ପାଦନା]- ୧. ମସ୍ତକ —୧. Head.
- ୨. ଦେବମୂର୍ତ୍ତିର ମସ୍ତକରେ ଥିବା ମୁକୁଟ —୨ Crown on the head of an image.
ଦେଶଜ - ବିଶେଷଣ - (ଲକ୍ଷଣାର୍ଥ)
[ସମ୍ପାଦନା]ଶ୍ରେଣୀମଧ୍ୟରେ ଶ୍ରେଷ୍ଠ — (figurative) Best of a class.
(ଉ— ଫୁଲ ଗୁନ୍ଥୁ ଗୁନ୍ଥି ଚକିତ ସହସା ଦେଖିଲା ଯୁବା—ମଉଳି ରାଧାନାଥ. ଯଯାତି)