Jump to content

ମଉଳେଇବା

ଉଇକିଅଭିଧାନ‌ରୁ

ମଉଳେଇବା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

=== ଦେଶଜ - କ୍ରିୟାପଦ -

(ମଉଳିବା କ୍ରିୟାର ଣିଜନ୍ତିରୂପ; The causative form of Mauḻibā)

୧. ଝାଉଁଳିବାର ଉପାୟ କରିବା —୧. To cause to wither.
୨. (ସଂସ୍କୃତ - ମଳିନ) ମଳିନ କରିବା —
୨. To cause to turn pale.

୩. ସଭା ଆଦି ଭଙ୍ଗାଇବା —୩. To cause a meeting or assembly to disperse.