ମଉଷଧ

ଉଇକିଅଭିଧାନ‌ରୁ

ମଉଷଧ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଗ୍ରାମ୍ୟ - ବିଶେଷ୍ୟ - (ସଂସ୍କୃତ - ମହୌଷଧ)[ସମ୍ପାଦନା]

ଅବ୍ୟର୍ଥ ଔଷଧ — An unfailing medicine; panacea.

[ଉ—ହରିଲା ପ୍ରାଣୀଙ୍କର ବ୍ୟାଧି, ଭିଆଇ ମନ୍ତ୍ର ମଉଷଧି ଜଗନ୍ନାଥ. ଭାଗବତ]