ମକଚିବା

ଉଇକିଅଭିଧାନ‌ରୁ

ମକଚିବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - କ୍ରି—(ସଂସ୍କୃତ - ମଳ ଧାତୁ)[ସମ୍ପାଦନା]

୧. ମଳିବା; ଦଳିବା — ୧. To tread; to bruise; to crush.

[ଦ୍ରଷ୍ଟବ୍ୟ —ସେ ଗଛର ପବନ ବାଜି ସମସ୍ତେ ଆଖି ମକଚି, ନିଦରୁ ଉଠିଲା ପରି ଉଠି ବସିଲେ ନୀଳକଣ୍ଠ. ପିଲାଙ୍କ ରାମାୟଣ]

୨. ମୋଡ଼ି ଦେବା —୨. To sprain; to twist; to wrench.