ମକଦମ
ଦେଖଣା
ମକଦମ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବୈଦେଶିକ - ବି—(ଫାରାସୀ - ମୁକୁଦ୍ଦମ୍=ଶ୍ରେଷ୍ଠ ପ୍ରାଚୀନ)
[ସମ୍ପାଦନା]- ୧. ଜମିଦାର ଓ ପ୍ରଜାଙ୍କର ମଧ୍ୟସ୍ଥିତ ମଧ୍ୟ— ସ୍ୱତ୍ୱଧିକାରି; ଯେଉଁ ବ୍ୟକ୍ତି ପ୍ରଜାଙ୍କଠାରୁ ଖଜଣା ଆଦାୟ କରି ଆପଣାର ନିର୍ଦ୍ଧାରିତ ମାଲିକାନା କାଟି ନେଇ ବାକି ଖଜଣା ଜମିଦାରଙ୍କୁ ଦିଏ —୧. A tenure holder under a zamidar.
- ୨. ଗ୍ରାମାଧିକାରୀ —୨. The proprietor of a village.
- ୩. ଗ୍ରାମର ସରଦାର ୩. Village headman.
[ଉ—ଲୋକେ ପଚାରିଲେ କି ବୋଲି ବୋଲିବି? ମୁ ତାକୁ ଗାଆଁ ମକଦମ ଝିଅ ଢ଼ଗ]
- ୪. ରେଳବାଇ କୁଲିଦଳଙ୍କ ସରଦାର —୪. A sardar of a gang Railway coolies.
ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ -
[ସମ୍ପାଦନା]ଡ଼େପୁଟି କମିସନର୍ ବା ତହସିଲଦାରଙ୍କଦ୍ୱାରା ନିଯୁକ୍ତ ଗ୍ରାମର ଶାସନାଧିକରୀ ବ୍ୟକ୍ତି —Executive head of a village appointed by the Deputy Commisioner or Tahasildar.