ମକଦମ

ଉଇକିଅଭିଧାନ‌ରୁ

ମକଦମ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ବୈଦେଶିକ - ବି—(ଫାରାସୀ - ମୁକୁଦ୍ଦମ୍=ଶ୍ରେଷ୍ଠ ପ୍ରାଚୀନ)[ସମ୍ପାଦନା]

୧. ଜମିଦାର ଓ ପ୍ରଜାଙ୍କର ମଧ୍ୟସ୍ଥିତ ମଧ୍ୟ— ସ୍ୱତ୍ୱଧିକାରି; ଯେଉଁ ବ୍ୟକ୍ତି ପ୍ରଜାଙ୍କଠାରୁ ଖଜଣା ଆଦାୟ କରି ଆପଣାର ନିର୍ଦ୍ଧାରିତ ମାଲିକାନା କାଟି ନେଇ ବାକି ଖଜଣା ଜମିଦାରଙ୍କୁ ଦିଏ —୧. A tenure holder under a zamidar.
୨. ଗ୍ରାମାଧିକାରୀ —୨. The proprietor of a village.
୩. ଗ୍ରାମର ସରଦାର ୩. Village headman.

[ଉ—ଲୋକେ ପଚାରିଲେ କି ବୋଲି ବୋଲିବି? ମୁ ତାକୁ ଗାଆଁ ମକଦମ ଝିଅ ଢ଼ଗ]

୪. ରେଳବାଇ କୁଲିଦଳଙ୍କ ସରଦାର —୪. A sardar of a gang Railway coolies.

ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ -[ସମ୍ପାଦନା]

ଡ଼େପୁଟି କମିସନର୍ ବା ତହସିଲଦାରଙ୍କଦ୍ୱାରା ନିଯୁକ୍ତ ଗ୍ରାମର ଶାସନାଧିକରୀ ବ୍ୟକ୍ତି —Executive head of a village appointed by the Deputy Commisioner or Tahasildar.