ମକଦମା ମାରିବା

ଉଇକିଅଭିଧାନ‌ରୁ

ମକଦମା ମାରିବା

ଓଡ଼ିଆ[ସମ୍ପାଦନା]

(ମାମଲା ମାରିବା—ଅନ୍ୟରୂପ)

ଦେଶଜ - କ୍ରିୟାପଦ -[ସମ୍ପାଦନା]

୧. ସାକ୍ଷୀମାନଙ୍କୁ ଅକ୍ତିଆର କରି ବା ପ୍ରମାଣ ମାନଙ୍କୁ ନଷ୍ଟ କରି ବା ଲୁଗାଇ ମକଦମାକୁ ଅପ୍ରମାଣିତ କରିବା ୨ (ହାକିମ) ଉତ୍କୋଚ ଖାଇ ବା ମୋହବତରେ ପଡ଼ି ବା ସୁପାରିସରେ ବଶ ହୋଇ ପ୍ରମାଣ ଥାଇ ସୁଦ୍ଧା ମକଦ୍ଦମାକୁ ଡ଼ିସ୍ମିସ୍ କରିବା