ମକମକାଇବା
ମକମକାଇବା
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଅନୁବାଦ[ସମ୍ପାଦନା]
ଦେଶଜ - କ୍ରି—(ସଂସ୍କୃତ - ମକମକାୟତେ)[ସମ୍ପାଦନା]
- ୧. ମକ ମକ ହେବା (ଦେଖ) - —୧. Makamaka hebā (See)
- ୨. ଉନ୍ନତ୍ତି କରାଇବା —୨. To intoxicate.
- ୩. ଧୃଷ୍ଟ କରାଇବା —୩. To make impudent.
[ଉ— ତାକୁ ଭାତ ମକମକଉଛି, ନାଁ ବୟସ ମକମକଉଛି? ଢଗ]
- ୪. ବିରହରେ ଅସ୍ଥିର ହେବା —୪. To feel restless and sickly owing to one's separation from the beloved.