ମକମକ ହେବା

ଉଇକିଅଭିଧାନ‌ରୁ

ମକମକ ହେବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ମକମକା(କେ)ଇବା, ମକମକା(କେ)ଇ ହେବାଅନ୍ୟରୂପ

ଅନୁବାଦ[ସମ୍ପାଦନା]

ଦେଶଜ - କ୍ରି. (ସଂସ୍କୃତ - ମକମକାୟ)[ସମ୍ପାଦନା]

୧. (ଭେକ) ମକମକ ଶବ୍ଦ କରିବା —୧. To croak (said of a frog).
୨. ଚିତ୍କାର କରିବା —୨. TO make loud noise.
୩. ଯୌବନରେ କାମଜ୍ୱାଳା ଯୋଗୁଁ ମତ୍ତତା ପ୍ରକାଶ କରିବା — ୩. To exhibit external signs of

ଅନୁବାଦ[ସମ୍ପାଦନା]

unsatiated lust; to flirt.

[ଦ୍ରଷ୍ଟବ୍ୟ —ଏହି ଅର୍ଥରେ କାମୋନ୍ନତ୍ତା ଯୁବତୀମାନଙ୍କ ପକ୍ଷରେ ଏ ଶବ୍ଦ ବିଶେଷତଃ ବବ୍ୟହୃତ ହୁଏ]

୪. ଧୃଷ୍ଟତା ପ୍ରକାଶ କରିବା —୪. To exhibt impudence.
୫. (ମନ୍ଦାର୍ଥ) ଅସ୍ଥିରତା ପ୍ରକାଶ କରିବା; ହମହମ ହେବା — ୫. [bad sense]-To show signs of restlessness.