ମକରନ୍ଦ
ଦେଖଣା
ମକରନ୍ଦ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବି—(ମକର+ଦୋ ଧାତୁ=ଛେଦନ କରିବା+କର୍ତ୍ତୃ. ଅ)
[ସମ୍ପାଦନା]- ୧. ପୁଷ୍ପରସ; ପୁଷ୍ପ ମଧୁ —୧. Honey inside flower.
- ୨. କୁନ୍ଦ ଫୁଲ ଗଛ —୨. A kind of flower plant.
- ୩. କିଞ୍ଜଲ୍ମ; ପୁଷ୍ପରେଣୁ — ୩. pollen of flowers.
- ୪. କୋକିଳ —୪. The cuckoo (Apte).
- ୫. ମଧୁମକ୍ଷିକା —୫. A bee (Apte).
- ୬. ସୁବାସିତ ଆମ୍ର ବୃକ୍ଷବିଶେଷ — ୬. A kind of fragrant mango tree (Apte).
ଦେଶଜ - ବି—(ନାମ)
[ସମ୍ପାଦନା]ଜ୍ୟୋତିଷିକ ସାରଣୀ ଗ୍ରନ୍ଥାକାର ସ୍ୱନାମଖ୍ୟାତ ବ୍ରାହ୍ମ୍ମଣ —The name of the author of an astronomical work Ṡāraṇī who was a Brāhmaṇa.