ମକରନ୍ଦ

ଉଇକିଅଭିଧାନ‌ରୁ

ମକରନ୍ଦ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବି—(ମକର+ଦୋ ଧାତୁ=ଛେଦନ କରିବା+କର୍ତ୍ତୃ. ଅ)[ସମ୍ପାଦନା]

୧. ପୁଷ୍ପରସ; ପୁଷ୍ପ ମଧୁ —୧. Honey inside flower.
୨. କୁନ୍ଦ ଫୁଲ ଗଛ —୨. A kind of flower plant.
୩. କିଞ୍ଜଲ୍ମ; ପୁଷ୍ପରେଣୁ — ୩. pollen of flowers.
୪. କୋକିଳ —୪. The cuckoo (Apte).
୫. ମଧୁମକ୍ଷିକା —୫. A bee (Apte).
୬. ସୁବାସିତ ଆମ୍ର ବୃକ୍ଷବିଶେଷ — ୬. A kind of fragrant mango tree (Apte).

ଦେଶଜ - ବି—(ନାମ)[ସମ୍ପାଦନା]

ଜ୍ୟୋତିଷିକ ସାରଣୀ ଗ୍ରନ୍ଥାକାର ସ୍ୱନାମଖ୍ୟାତ ବ୍ରାହ୍ମ୍ମଣ —The name of the author of an astronomical work Ṡāraṇī who was a Brāhmaṇa.