ମକରା

ଉଇକିଅଭିଧାନ‌ରୁ

ମକରା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଦେଶଜ - ବିଶେଷ୍ୟ -[ସମ୍ପାଦନା]

ଏକ ପ୍ରକାର ଶାରଦ ଧାନ —A species of coarse paddy.

ପ୍ରାଦେଶିକ - (ଗଞ୍ଜାମ) ବିଶେଷ୍ୟ -[ସମ୍ପାଦନା]

ଆଟୁ କରିବା ପାଇଁ ଘରର କାନ୍ଥ ଉପରେ ପଡ଼ିଥିବା ଧାରଣା ଉପରେ ବସା ଯିବା ଦୁଇଗୋଡ଼ିଆ ତ୍ରିକୋଣାକାର କାଠ ଖଣ୍ଡ —A two-legged triangular piece of wood placed on the cross beams of an earth-roofed thatched house.

ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ -(ତୁଳ. ହିନ୍ଦୀ - ମାକରା)[ସମ୍ପାଦନା]

ମାକଡ଼ସା. ବୁଢ଼ିଆଣୀ —Spider.