ମକରାସନ
=== ସଂସ୍କୃତ - ବିଶେଷ୍ୟ - (ରୁଦ୍ରଯାମଳୋକ୍ତ)
ତାନ୍ତ୍ରିକ ଯୋଗାସନବିଶେଷ — A posture in sitting laid down in the Tantras.