ମକରିକା

ଉଇକିଅଭିଧାନ‌ରୁ

ମକରିକା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ମକରୀପତ୍ର, ମକରୀଲେଖା—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - (ମକର+ସାଦୃଶ୍ୟାର୍ଥେ. କ+ଆ)[ସମ୍ପାଦନା]

ମକରାକାର ପତ୍ରାବଳୀ; ଲଲାଟରେ କସ୍ତୁରୀ ଓ ଚନ୍ଦନାଦିଦ୍ୱାରା ମକରାକାରରେ ଅଙ୍କିତ ଚିତ୍ର; ଚନ୍ଦନପାଟୀ —Paintings on the forehead in the shape of a makara.