ମକର କ୍ରାନ୍ତି

ଉଇକିଅଭିଧାନ‌ରୁ

ମକର କ୍ରାନ୍ତି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ମକରମଣ୍ଡଳ—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - (ଭୂଗୋଳପରିଭାଷା)[ସମ୍ପାଦନା]

ନିକ୍ଷେବୃତ୍ତଠାରୁ ୨୩: ଅଂଶ ଦକ୍ଷିଣରେ କଳ୍ପିତ ରେଖା — The Tropic of Capricorn.

[ଦ୍ରଷ୍ଟବ୍ୟ —ରକ୍ଷବୃତ୍ତର ୨୩: ଅଂଶ ଉତ୍ତରରେ ଥିବା ରେଖାକୁ କର୍କଟକ୍ରାନ୍ତି Tropic of Cancer ବୋଲାଯାଏ ଓ୨୩: ଅଂଶ ଦକ୍ଷିଣରେ ଥିବା ରେଖାକୁ ମକରକ୍ରାନ୍ତି ବୋଲାଯାଏ ସୂର୍ଯ୍ୟ ଏହି ମକରକ୍ରାନ୍ତିକୁ ମକରସଂକ୍ରାନ୍ତି ବା ମାଘ ସଂକ୍ରାନ୍ତି ଦିନ ଛୁଅଁନ୍ତି ଏହାହିଁ ସୂର୍ଯ୍ୟଙ୍କର ଦକ୍ଷିଣଗତିର ଶେଷ ସୀମା ଏହିଠାରୁ ସୂର୍ଯ୍ୟ ପୁଣି ଉତ୍ତର ଆଡ଼କୁ ଫେରନ୍ତି]