ମକର ସଂକ୍ରାନ୍ତି

ଉଇକିଅଭିଧାନ‌ରୁ

ମକର ସଂକ୍ରାନ୍ତି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ମକର ସକ୍ରମଣ—ଅନ୍ୟରୂପ)

  • (file)

ସଂସ୍କୃତ - ବିଶେଷ୍ୟ -[ସମ୍ପାଦନା]

ମାଘ ସଂକ୍ରାନ୍ତି; ଉତ୍ତରାୟଣ ସଂକ୍ରନ୍ତି; ଯେଉଁ ସଂକ୍ରାନ୍ତିରେ ସୂର୍ଯ୍ୟ ଧନୁ ରାଶିରୁ ଯାଇ ମକର ପ୍ରବେଶ କରନ୍ତି —The passage of the sun from the sign of Sagitarius to that of Capricon.

[ଦ୍ରଷ୍ଟବ୍ୟ —ଏ ଦିନ ସୂର୍ଯ୍ୟ ମକରସଂକ୍ରାନ୍ତିରୁ ଉତ୍ତର ଆଡ଼କୁ ଫେରନ୍ତି, ଏ ଦିନରେ ଜଗନ୍ନାଥଙ୍କର ଓ ଲିଙ୍ଗରାଜଙ୍କର ଯାତ୍ରା ହୁଏ ଏହି ଯାତ୍ରା ଉପଲକ୍ଷରେ ଅପକ୍ୱ ଚାଉଳ ସଙ୍ଗେ ଗୁଡ଼, ନଡ଼ିଆ, ପାଚିଲା କଦଳୀ ଆଦି ଗୋଳିଆ ହୋଇ ଦେବତାଙ୍କୁ ଭୋଗ କରାଯାଏ ଏହାକୁ ମକର ଚାଉଳ ବୋଲାଯାଏ ଏହି ଭୋଗ ଖିଆଖେଇ ହୋଇ ଲୋକେ 'ମକର' ବସନ୍ତି]