ମକୁଗୁଲ୍

ଉଇକିଅଭିଧାନ‌ରୁ

ମକୁଗୁଲ୍

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ବୈଦେଶିକ - ବିଶେଷଣ - (ଫାରାସୀ - ମଶ୍ଗୁଲ)[ସମ୍ପାଦନା]

୧. ମୁସ୍କୁଲି; ଅତ୍ୟନ୍ତ; ବଡ଼ —୧. Very; much; great.
୨. କାର୍ଯ୍ୟରେ ଅତି ବ୍ୟସ୍ତ; କାର୍ଯ୍ୟରେ ଆସକ୍ତ —Absorbed in work.